ଭାରତ-ଶ୍ରୀଲଙ୍କା ଟି୨୦ ଶୃଙ୍ଖଳା ୩-୦ରେ ଜିତିଲା ଭାରତ

ଧର୍ମଶାଳା: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି୨୦କୁ ଭାରତ ୬ ଓ୍ଵିକେଟରେ ଜିତିଛି। ଏଥି ସହିତତ ଟି୨୦ ସିରିଜକୁ ୩-୦ରେ ଜିତି ନେଇଛି ଭାରତ। ଧର୍ମଶାଳାରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୪୬ ରନ୍ କରିଥିଲା। ଏହାପରେ ୧୪୭ ରନ୍‌ର ବିଜୟ ଲକ୍ଷ ନେଇ ଭାରତର ଓପନର ସଞ୍ଜୁ ସାମସନ୍ ଓ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ରୋହିତ … Continue reading ଭାରତ-ଶ୍ରୀଲଙ୍କା ଟି୨୦ ଶୃଙ୍ଖଳା ୩-୦ରେ ଜିତିଲା ଭାରତ